ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇଲେ ତ୍ରିରଙ୍ଗା ଯୁବକ ସଂଘ

ଛତ୍ରପୁର , (ପ୍ରଶାନ୍ତ ମହାରଣା) ; ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଜନ୍ମ ଦିନ ଅବସରରେ ଆଜି ସକାଳୁ ବହୁ ଶୂଭେଚ୍ଛୁଙ୍କ ସୁଅ ଛୁଟିଛି । ସେହିପରି ହିଂଜିଳିକାଟୁର ତ୍ରିରଙ୍ଗା ଯୁବକ ସଂଘ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଶ୍ରୀକୁଲାଙ୍ଗେ ସଂଘର ସଦସ୍ୟା ମାନେ ପୁଷ୍ପଗୁଚ୍ଛ ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ