୪୫ତମ ପାଳନ କଲେ ଯୁବ ଇଞ୍ଜିନିୟର ଲକ୍ଷ୍ମୀ ନାରାୟଣ

(ଯୁଗାବ୍ଦ ନ୍ୟୁଜ )କାର୍ଯ୍ୟରତ ଯୁବ ଇଞ୍ଜିନିଅର ଲକ୍ଷ୍ମୀ ନାରାୟଣ ମିଶ୍ର ଙ୍କ ୪୫ ତମ ଜନ୍ମଦିନ ଉତ୍ସବ , ପାରଳାଖେମୁଣ୍ଡି ନବ –ଜୀବନ ଟ୍ରଷ୍ଟ ପରିସରରେ ଟ୍ରଷ୍ଟର ଅନ୍ତେବାସୀ ଇଂ ଲକ୍ଷ୍ମୀ ନାରାୟଣ ଙ୍କ ପରିବାର ଓ ସାଙ୍ଗସାଥୀ ଗହଣରେ ଅତି ଆନନ୍ଦ-ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ନବ ଜୀବନ ଟ୍ରଷ୍ଟର ଅନ୍ତେବାସୀ ପିଲାମାନଙ୍କୁ ଆୟୋଜକଙ୍କ ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ କରାଯିବ ସହ ମଧ୍ୟାନ୍ନ ରେ ଭୋଜନ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଇଂଲକ୍ଷ୍ମୀ ନାରାୟଣ ଙ୍କୁ ବାପା ସୀତାରାମ ମିଶ୍ର ଆୟୋଜନ ଓ ସହାୟତା କରିଥିବା ବେଳେ ତାଙ୍କ ଭାଇ ବର୍ିଷ୍ଠ ସାମ୍ବାଦିକ ରଶ୍ମୀ ରଂଞ୍ଜନ ମିଶ୍ର ପରିଚାଳନା କରିଥିବା ବେଳେ ସରୋଜ ପାଣିଗ୍ରାହୀ , ପ୍ରସନ୍ନ ବିଶ୍ୱାଳ , ରଘୁବୀର ଓ ସନ୍ତୋଷ ପଣ୍ଡା ପ୍ରମୁଖ ସହେଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ ବିନୋଦ ଚନ୍ଦ୍ର ଜେନାଙ୍କ ସମେତ ବରିଷ୍ଠ ସାମ୍ବାଦିକ ଗରୁଡ ଧ୍ୱଜ ଚୈଧୁରୀ , କେସିଏଚ ରତ୍ନମ , ଶିଶିର ଗୈଡ , କୃଷ୍ଣ କୁମାର ବେହେରା ଏବଂ ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ