ମହିଳାଙ୍କ ଅଶ୍ଲୀଳ ଫଟୋ ପଠାଇ ୧ ଗିରଫ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ଅଂଚଳର ଜଣେ ବିବାହିତା ମହିଳା ଓ ମହିଳାଙ୍କ ଭାଇଙ୍କ ମୋବାଇଲକୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ଶନିବାର ପୋଲିସ ସଂପୃକ୍ତ ଅଂଚଳର ଜଣେ ଯୁବକଙ୍କୁୁ ଗିରଫ କରିଛି । ଏ ନେଇ ନଂ- ୨୪୯/୧୯ରେ ମାମଲା ରୁଜୁକରିି ଗିରଫ ବ୍ୟକ୍ତି ଜଣକୁ ପୋଲିସ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ