ନିର୍ବାଚନରେ ମୁଣ୍ଡ ପୁରାଇବା ଘଟଣା ଡିଆଇଜିଙ୍କ ବିରୋଦ୍ଧରେ ଫେରାଦ ଆଣିଲା ବିଜେପି

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ସେତେ ଜଟିଳ ହେବାରେ ଲାଗିଛି । ସାଧରଣ ନିର୍ବାଚନର ତାରିଖ ଘୋଷଣା ପରେ ଆଚରଣ ସଂହିତା ଲାଗୁହୋଇଯାଇଛି । ପୋଲିସ ଡିଆଇଜି ଆଶିଷ ସିଂ ଙ୍କ ମୁଣ୍ଡ ପୁରାଉଥିବା ବିଜେପି ଅଭିଯୋଗ କରିଛି ।ା ଭୂବନେଶ୍ୱର ଡିଆଇଜି ମୁଣ୍ଡ ପୁରାଉଥିବା ସିଇଓ ପାଖରେ ବିଜେପି ଫେରାଦ ଦେଇଛି । ଟିକେଟ ଅସନ୍ତୁଷ୍ଟ ନେତାଙ୍କୁ ଦଳୀୟ ବେପାରରେ ଆଶିଷ ସିଂ ଡରାଉଥିବା ବିଜେପି ଅଭିଯୋଗ କରିଛି । ବିଜେଡି ଛାଡିଥିବା ନେତା ବିଜେପିରେ ଯୋଗ ଦେଲେ ଆଶିଷ ସିଂ ସେମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଆଶିଷ ସିଂ ଙ୍କ ଏହି ଘଟଣା ଭାରତୀୟ ଜନତା ପାର୍ଟି ଅଭିଯୋଗ କରିବା ସହ ଡିଆଇଜିଙ୍କ କ୍ୱାଟର୍ସକୁ ସିସିଟିଭି ନଜରରେ ରଖିବା ସହ ତାଙ୍କର ବଦଳି ଦାବି କରିଛି ବିଜେଡି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ