ଭାଗବତ ଗାଦି ପ୍ରତିଷ୍ଠା ଓ ପୋଥି ସଂସ୍ଥାପନା

ନାଉଗାଁ ବ୍ଲକ ନୁଆଗାଁ ପଂଚାୟତସ୍ଥିତ ଖଇରାବସ୍ତ କୂଳସାହି ଗ୍ରାମର ସର୍ବପୂରାତନ ଭାଗବତ ଗାଦିର ଗୃହ ପ୍ରତିଷ୍ଠା ଓ ପୋଥି ସଂସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳସ ସ୍ଥାପନ ,ସୂର୍ଯ୍ୟ ପୂଜା ଓ ନାମ ସଂର୍କତନ ଆଦି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କ ଦ୍ୱାରା ପରିଚାଳନା କରାଯାଇଥିବା ବେଳେ ଏଥିରେ ମିହିର ମହାନ୍ତି କର୍ତା ହୋଇଥିଲେ ।ଏହି ଗାଦିଟି ପୂର୍ବ ପୁରୁଷରୁ ସ୍ଥାପିତ ଥିବାରୁ ଗ୍ରାମର ପୂର୍ବତନ ପଂଚାୟତ ସମିତି ସଭ୍ୟ ଅମରେନ୍ଦ୍ର ମହାନ୍ତି ସ୍ଥାନୀୟ ଅଂଚଳବାସୀଙ୍କ ସହଯୋଗରେ ଗାଦିକଉୁଦ୍ଧାର କରି ଗାଦି ଗୃହ ନିର୍ମାଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ