ଜୁଆ ଆଡ୍ଡା ଉପରେ ଚଢାଉ ୬ ଜୁଆଡି ଗିରଫ

ଜୟପୁର :ଜୟପୁର ପୋଲିସ ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରି ୬ ଜୁଆଡିକୁ ଗିରଫ କରିଥିବା ଜଣାପଡିଛି । ସଦରଥାନା ଅନ୍ତର୍ଗତ ଦାମାପୁଟ ୍ଠାରେ ପୋଲିସ କୈାଣସି ସୁତ୍ର୍୍ରୁ ଖବର ପାଇ ଚଢାଉ କରିଥିଲା । ଘଟଣା ସ୍ଥଳରୁ ୬ ଜୁଆଡିଙ୍କୁ ଗିରଫ କରିବା ସହ ୧ ଲକ୍ଷ ୫୬ ହଜାର ୩ ଶହ ଟଙ୍କା ସମେତ ୮ ଟି ମୋବାଇଲ ଜବତ କରିଛି ପୋଲିସ । ଜୁଆଡି ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ