ବିପୁଳିଙ୍ଗିରେ ବିଧାୟକଙ୍କ ଦ୍ୱାରା ଜିମ୍ ଉଦ୍ଘାଟିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ବ୍ଲକ ବିପୁଳିଙ୍ଗି ଗ୍ରାମରେ ଏକ ଜିମ୍ ଶନିବାର ଉଦ୍ଘାଟିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିମ୍ କୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡି, ସମିତି ସଭ୍ୟ ଜୟଦେବ ଲେଙ୍କା, ବିଜେଡି ଯୁବନେତା ବିମଳ କୁମାର ପଣ୍ଡା, ସୁରେଶ ଦାଶ,ଶଙ୍କର୍ଷଣ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ