ଦ୍ୱିତୀୟ ଯୁବ ସଂସଦ ମହୋତ୍ସବର ବିଜେତା ଓ ଫାଇନାଲ ପ୍ୟାନେଲିଷ୍ଟମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସମସ୍ତ ଅଭିଭାଷଣକୁ ଟୁଇଟ୍ କରି ସଫଳ ଯୁବ ପ୍ରତିଯୋଗୀଙ୍କୁ ସମ୍ମାନିତ କଲେପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଯୁବ ସଂସଦ ମହୋତ୍ସବର ବିଜେତା ଓ ଫାଇନାଲ ପ୍ୟାନେଲିଷ୍ଟମାନଙ୍କୁ ପ୍ରଶଂସା କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ହୋଇଥିବା ଆପଣମାନଙ୍କର ଆଲୋଚନା ଏବଂ ବିଚାରବିମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣମାନଙ୍କର ଭାଷଣ ମୁଁ ଶୁଣିଥିଲି, ଏହି ସମୟରେ ମୋ ମନରେ ଏକ ବିଚାର ଉତ୍ପନ୍ନ ହେଲା ଏବଂ ମୁଁ ଏହି ନିଷ୍ପତ୍ତି ନେଲି ଯେ କେବଳ ତିନି ଜଣ ବିଜେତାମାନଙ୍କର ନୁହନ୍ତି, ବରଂ ଭାଷଣର ରେକର୍ଡ ମିଳିବା ପରେ ସମସ୍ତ ଫାଇନାଲିଷ୍ଟଙ୍କର ଅଭିଭାଷଣକୁ ନିଜର ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରିବି ।”ପ୍ରଧାନମନ୍ତ୍ରୀ ଟୁଇଟ ନିମ୍ନରେ ଉଲ୍ଲେଖ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ