ପୁଷ୍ପାଞ୍ଜଳୀ ଦେବା ସମୟରେ ଯୁବତୀଙ୍କ ମୃତ୍ୟୁ

ରଣପୁର , (ଯୁଗାବ୍ଦ ନ୍ୟୁଜ) : କୁମାର ପୁର୍ଣ୍ଣିମାରେ ଘଟିଯାଇଛି ଏକ ଅଭାବନିୟ ଘଟଣା । ସୁଚନାନୁସାରେ, ନୟାଗଡଜିଲ୍ଲା ସ୍ଥିତ ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମପଞ୍ଚାୟତର ୧୪ନଂ ୱାର୍ଡରେ କୁମାର ପୁର୍ଣ୍ଣିମାରେ ପୁଷ୍ପାଞ୍ଜଳୀ ଦେବାବେଳେ ଯୁବତୀ ମୃତ୍ୟୁବରଣ କରିଛନ୍ତି । କୁମାର ପୁର୍ଣ୍ଣିମା ପୂଜା କରିବା ସମୟରେ ମୃତ୍ୟୁବରଣ କରିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ତଦନ୍ତ ଜାରୀ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ