ସାଧାରଣତନ୍ତ୍ର ଦିବସ ଅବସରରେ ପପୁଲାର ନର୍ସିଂହୋମ ପକ୍ଷରୁ ରେସୱା ସ୍ୱାଧାର ଗୃହ ଅନ୍ତେବାସୀଙ୍କୁ ଫଳ ବଂଟନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ମନକରପୁରସ୍ଥିତ ପପୁଲାର ନର୍ସିଂହୋମ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ କରାଯିବା ସହ ସେମାନଙ୍କୁ ଫଳ ବଂଟନ କରାଯାଇଛି । ସେକ ଫକିରୁଦ୍ଦିନ ଅହେମଦ, ଐସାନୁଲ କାଦିର, ସେକ ମଞ୍ଜୁର ହୋସେନ, ସେକ ସହିଦ ହୋସେନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରଶ୍ମିତା ବିଶ୍ୱାଳ, ବବି ନାୟକ, ମମତା ସାମଲ, ଆଂଚଳ ସାହୁ, ଶୈଳେନ ବାରିକ,ହରିଶଙ୍କର ବେହେରା, ଶୁଭଲକ୍ଷ୍ମୀ ଲେଙ୍କା, ଯଶୋବନ୍ତି ପ୍ରଧାନ, ସୁଶ୍ରୀସଙ୍ଗୀତା ସାହୁ, ତପସ୍ୱିନୀ ସାମଲ ଓ ଅପର୍ଣ୍ଣା ଜେନା ପ୍ରମୁଖ ସହାୟତା କରିଥିବା ବେଳେ ରେସୱା ସ୍ୱାଧାର ଗୃହର ସେକ ଲିଆକତ ହୋସେନ, ମୀନତି ମହାରଣା, ରେନୁଜା ରାଉତରାୟ ଓ ଲଳିତା ଓଲି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ