ପବିତ୍ର କାର୍ତ୍ତୀକ ମାସ ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଗୋକୁଳ ଧାମ ପରିସରରେ ପବିତ୍ର କାର୍ତ୍ତୀକ ମାସ ଉପଲକ୍ଷେ ଗତ କାଲି ସନ୍ଧ୍ୟା ରେ ଭକ୍ତ ମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ,ହନୁମାନ ଚାଳିସା ,ମହାମନ୍ତ୍ର ପରେ ପରେ ମାନସ ବକ୍ତା ଶ୍ରୀମାନ ପ୍ରଶାନ୍ତ ରଥ ସବରୀ ଚରିତ୍ର ବ୍ୟାଖ୍ୟା କରି କହିଥିଲେ ଯେ କିପରି ଶବରୀ ଗୁରୁ ମାତାଙ୍ଗ ଋଷି ଙ୍କ ଆଶ୍ରମରେ ରହି ସେବା କରି ଗୁରୁ ଙ୍କ କୃପାରୁ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ଦର୍ଶନ କରି ବୈକୁଣ୍ଠ ପ୍ରାପ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାରୁତି ସତସଙ୍ଗ ସଭାପତି ଶହଦେବ ପାତ୍ର ମନ୍ଦିର ପ୍ରତିଷ୍ଠାତା ଜଗନ୍ନାଥ ରାଉତ କେଦାର ଚୈଧୁରୀ ,ଦିଲୁ ସାବତ,ବାପି ସାହୁ ,ଶଙ୍କର ପାଣିଗ୍ରାହୀ ଙ୍କ ସମେତ ବହୁ ଭକ୍ତ ଯୋଗ ଦେଇ ମାନଓ ଶ୍ରବଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ