ପାହାଡି ତରଙ୍ଗର ନୂତନ କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ସର୍ବ ପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ ପାହାଡି ତରଙ୍ଗର ୨୦୨୧-୨୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବକ୍ଷଚନ ଏଗ୍ରୋବେଦିକର ସଭା ଗୃହ ପରିସରରେ ସର୍ବ ସମତି କ୍ରମେ ଅନୁଷ୍ଠିତ ହୋଇ ଯାଇଛି କ୍ଷ ଏଥିରେ ସଭାପତି ଭାବେ କୌଶିକ ସାହୁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି -ଦେବବ୍ରତ ସିଂଦେଓ, ସମ୍ପାଦକ -କେଦାରନାଥ ନାୟକ, ସହ ସମ୍ପାଦକ-ବିଶ୍ୱଜିତ ସାହୁ, ପରିଚାଳନା ସମ୍ପାଦକ -ଚରଣ ବିନ୍ଧାଣୀ, ଗୋପାଳ କୃଷ୍ଣ ନାୟକ, ଅବନୀକାନ୍ତ ନାୟକ, କୋଷାଧ୍ୟକ୍ଷ -ସରୋଜ କୁମାର ନାୟକ, ଏବଂ ଉପଦେଷ୍ଟା ମଣ୍ଡଳୀରେ -ମିହିରକାନ୍ତ ପାଢ଼ୀ, ରାମଚନ୍ଦ୍ର ଗୌସ୍ୱାମୀ, ଉମାଚାରଣ ଡିଗାଲ ପ୍ରମୁଖ ନିର୍ବାଚିତ ହୋଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ