କଂଗ୍ରେସ ର ନିର୍ବାଚନୀ ବୈଠକ

ଭଞ୍ଜନଗର ନିକଟ ଜାମପଲ୍ଲୀ ନିକଟ ଝାଙ୍କରେଇ ମନ୍ଦିର ସଭାଗୃହ ଠାରେ ଆଜି କଂଗ୍ରେସ ର ନିର୍ବାଚନୀ ବୈଠକ ବସିଥିଲା ଏହି ବୈଠକ ରେ ଆସନ୍ତା ନିର୍ବାଚନ ପାଇଁ କଂଗ୍ରେସ ର କିପରି ଜୋରରେ ପ୍ରଚାର ହୋଇପାରିବ ସେ ବିଷୟରେ ଆଲୋଚନା କରାହେଲା ଏବଂ ଏଥିରେ ଭଞ୍ଜନଗର ପ୍ରଦେଶ କଂଗ୍ରେସ ର ବହୁତ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ