୪ କୁଇଣ୍ଟାଲ୧୪କେଜି ଗଞ୍ଜେଇ ସହ୪ଗିରଫ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରେ ମାତି ଛନ୍ତି ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ ତାଙ୍କୁ ଧରିବା ପାଇଁ ଗଜପତି ଏସପି ତପନ କୁମାର ପଟ୍ଟନାୟକ ପ୍ରୟାସ ଜାରି କରିଛନ୍ତି ଗୁରୁବାର ଦିନ ଏସପି ଶ୍ରୀ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ରପାତ୍ର ଙ୍କ ତତ୍ୱାବଦନ ରେ ଏସଆଇ ଚନ୍ଦନଦାଶ ନିଜ ଟିମ ସହ ପେଟ୍ରୋଲଙ୍ଗିକରୁଥିବା ବେଳେ ହାଡୁପଦର ଛକ ନିକଟରେ ଏକ ବୁଲେର ପିକାପ ଗାଡ଼ ନଂବ୍ଲବି୫୭ଡ଼ି୯୭୬୦ କୁଅଟକାଇ ଯାଞ୍ଚ କରିଥିଲେ ସେଥିରେ ବସ୍ତା ରେ ଗଞ୍ଜେଇ ଥିବା ଜାଣି ଏସ୍ଡିପିଓ ଦିଲ୍ଲୀପ କୁମାର ନାୟକ ଙ୍କୁ ଜଣାଇଥିଲେ ଘଟଣା ସ୍ଥଳେ ଅତିରିକ୍ତ ତହସିଲଦାର ଆଶିଷ କୁମାରପ୍ରଧାନ ଙ୍କ ଉପସ୍ଥିତ ରେ ଉକ୍ତ ଗଞ୍ଜେଇ କୁ ଉଜନ କରିବାରୁ ତାହା ୪କ୍ୱିଣ୍ଟାଲ୧୪କେଜି୫ସହ ଗ୍ରାମ ହଇଥିଲାଏଥିରେ ସମ୍ପୃକ୍ତ ଥିବା ହରିଆନା ଅଞ୍ଚଳର ତିନିଜଣଥିବା ବେଳେ ରାୟଗଡ଼ା ଜିଲ୍ଲା ର ଜଣେ ଶିଶିରଜେନା ସେଥି ମଧ୍ୟରୁ ମହିଳା ଦୁଇ ଜଣ ସେମାନେ ହେଲେ ଅଙ୍ଗୁରି, ସଂସା ଦେବୀ ଓ ମାୟାରାମଏମାନେ ଉକ୍ତ ଗଞ୍ଜେଇ କୁ ହରିଆନା କୁ ଚୁରା ଚାଲାଣ କରୁଥିବା ଥାନା ପକ୍ଷରୁ ସୂଚନା ମେଳିଛି