ଗଛରେ ପିଟି ହୋଇ ବାଇକ ଆରୋହି ଗୁରୁତର

କଳାହାଣ୍ଡି (ଓ୍ୱାଇଏନ୍ଏସ୍ ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ହାତୀପଖାନ ଛକ ନିକଟରେ ଜଣେ ବାଇକ ଆରୋହି ଭାରସାମ୍ୟା ହରାଇ ଏକ ଗଛରେ ପିଟି ହୋଇ ଗୁରୁତର ହୋଇଛନ୍ତି।ସ୍ଥାନୀୟ ଲୋକ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠେଇଥିବା ଜଣାପଡ଼ିଛି। ତେବେ ଅତି ସଙ୍କଟ।ପନ୍ନ ଥିବାରୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମତେ ବାଇକ ଆରୋହି ଜଣକ ହାତୀପଖାନ ଗ୍ରାମ ର ତ୍ରିପାଳ ଗୋପାଳବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ