ବିବାହ ବନ୍ଧନରେ ବାନ୍ଧି ହେବେ ବୁମରାହ 

 ନୂଆଦିଲ୍ଲୀ: (ୱାଇଏନ୍‌ଏସ୍ ): ଟିମ୍ ଇଣ୍ଡିଆର ବୋଲର୍ ଯଶପ୍ରୀତ ବୁମରାହ  ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେଥିପାଇଁ ସେ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ୭ ଓ ଟି-୨୦ ସିରିଜରୁ ଛୁଟି ନେଇଛନ୍ତି।   ମାର୍ଚ୍ଚ ୧୪-୧୫ ତାରିଖରେ ବୁମରାହ ବିବାହ କରିବେ। ସେ ଗୋଆରେ ବିବାହ କରିବେ। ସେ  ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିବାକୁ ଯାଉଛନ୍ତି।  ଯଶପ୍ରୀତ ବୁମରାହଙ୍କ ବାହାଘର ଗୋଆରେ ହେବ। ସଞ୍ଜନା ଆଇପିଏଲ୍ ଆଙ୍କର। ସେ ୨୦୧୯ ବିଶ୍ୱକପରେ ମଧ୍ୟ ଆଙ୍କରିଙ୍ଗ୍ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ