ଶାସଙ୍ଗରେ ବାଦିପାଲ ୩୧ରୁ

ହାଟଡିହି, (ବିକାଶ ବିଶ୍ୱାଳ ) : ଶାସଙ୍ଗ ଗ୍ରାମରେ ଆସନ୍ତା ମାର୍ଚ୍ଚ ୩୧ତାରିଖ ଠାରୁ ଏପ୍ରିଲ ୩ତାରିଖ ବାର୍ଷିକ ସତ୍ୟନାରାୟଣ ବାଦିପାଲା ଅନୁଷ୍ଠିତ ହେବ । ଗତବର୍ଷ କରୋନା କଟକଣା ପାଇଁ ଏହି ପାଲା ବନ୍ଦ ହୋଇଯାଇଥିବାବେଳେ ଚଳିତବର୍ଷ କରୋନା କଟକଣାକୁ ନୀତି ନିୟମ ଅନୁଯାଇ ପାଲା କରାଯିବାକୁ ନିଷ୍ପତି ନିଆଯାଇଛି । ଚଳିତବର୍ଷ ଓଡିଶାର ପ୍ରତିଷ୍ଠିତ ଗାୟକ ଖଗେଶ୍ୱର ମାର୍ଥା ଓ ଗଗନ ବିହାରୀ ମହାପାତ୍ର ସେମାନଙ୍କ ପାଲା ପରିବେଷଣ କରିବେ ବୋଲି ପାଲା କମିଟି ପକ୍ଷରୁ ସୁଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ