ବିଜୁ ବାବୁଙ୍କୁ ଭାରତରତ୍ନ ଦାବିକରି ବିଜେଡିର ପଦଯାତ୍ରା
କଳାହାଣ୍ଡି, (ୱାଇଏନ୍ଏସ୍): କଳାହାଣ୍ଡି ଭବାନୀପାଟଣା ବିଜୁ ଜନତା ଦଳ ତରଫ ରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଭାରତରତ୍ନ ଦେବା ଦାବି ରେ ଆଜି ଦଳ ତରଫରୁ ମା ମାଣିକେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା କରି କୋଭିଡ କଟକଣା ପାଳନ କରି ସହରରେ ପଦଯାତ୍ରା କରିବେ । ଏଠି ଟାଉନ ବିଜୁ ଜନତା ଦଳ ଉପ ସଭାପତି ରାଜୀବ ଲୋଚନ ଶଥପତି ନେତୃତ୍ୱ ନେଲାବେଲେ ବିଜୁ ଯୁବ ସଭାପତି ଆଦିତ୍ୟ ନନ୍ଦ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଓ ଦଳ ର କର୍ମୀ ମାନେ ସାମିଲ ରହିଛନ୍ତି ।


