କ୍ଷମତାର ନିଶା

ଯୋଶେଫ ଷ୍ଟାଲିନ୍ ଥିଲେ ୧୯୨୨ ମସିହାରୁ ୧୯୫୨ ମସିହା ପର୍ଯ୍ୟନ୍ତ ସୋଭିଏତ ସଂଘ କମ୍ୟୁନିଷ୍ଟ ପାର୍ଟିର୍ ସେଣ୍ଟ୍ରାଲ କମିଟିର ସାଧାରଣ ସମ୍ପାଦକ । ସେ ସମୟରେ ସେ ଥିଲେ ଅଖଣ୍ଡ କ୍ଷମତାର ଅଧିକାରୀ । ତାଙ୍କ କ୍ଷମତା ଉପରେ ସାମାନ୍ୟତମ ଆଞ୍ଚ ଆସିବାର ସମ୍ଭାବନା ଅନୁଭବ କରୁଥିଲେ, ନର ସଂହାର ନିମନ୍ତେ ପଛାଉ ନ ଥିଲେ । ୧୯୮୯ ମସିହାରେ ରୟ ଆଲେକ୍‌ଜାଣ୍ଡ୍ରିଭ୍ ମେଡଭେଡେଭ ନାମକ ଜଣେ ଐତିହାସିକ ପ୍ରମାଣ ଦେଇଛନ୍ତି ଯେ ଷ୍ଟାଲିନ ତାଙ୍କ ଶାସନକାଳରେ ନିଜ ନିରାପତ୍ତା ନିମନ୍ତେ ୪ କୋଟି ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ