କଳା ବ୍ୟାଜ୍ ଲଗାଇ କାର୍ଯ୍ୟରେ ଯୋଗଦେଲେ ହାଉସ ସର୍ଜନ

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ହାଉସ ସର୍ଜନ ମାନଙ୍କୁ ନିୟମିତ ଷ୍ଟାଇପେଣ୍ଡ ମିଳୁ ନଥିବାରୁ ଏହାର ପ୍ରତିବାଦରେ କଳା ବ୍ୟାଜ୍ ଲଗାଇ କାର୍ଯ୍ୟରେ ଯୋଗଦେଇଛନ୍ତି ହାଉସ ସର୍ଜନ ମାନେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ସେମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ