ହାଟଡିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ଅଢ଼େଇଦ୍ୱାର ଗ୍ରାମରେ ପୁର୍ବ ବିବାଦକୁ ନେଇ ଦାଦା ଅନାଥ ଦାସ ଓ ପୁତୁରା କୈଳାଶ ଦାସ ମଧ୍ୟରେ ମାରପିଟ ହେବାରୁ ଦାଦା ଅନାଥ ଦାସ ଆହତ ହୋଇଥିଲେ । ଅନାଥଙ୍କ ଅଭିଯୋଗ କ୍ରମେ ନନ୍ଦିପଦା ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ କୈଳାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ।