ଭାରତ -ନେପାଳ ସୈନ୍ୟଙ୍କର ମିଳିତ ପ୍ରଶିିକ୍ଷଣ ଅଭ୍ୟାସ

ନୁଆଦିଲ୍ଲୀ : ଭାରତ ନେପାଳ ମଧ୍ୟରେ ୧୫ ତମ ସଂଯୁକ୍ତ ବାଟାଲିୟନ ସ୍ତରର ସୈନ୍ୟ ପ୍ରସିକ୍ଷଣ ଅଭ୍ୟାସ ସୋମବାର ସକାଳ ପିଥୋରାଗଡରେ ଆରମ୍ଭ ହୋଇଛି । ଏହା ୩ ଅକ୍କୋବରରେ ଶେଷ ହେବ । ଜରୁରୀ କାଳିନ ସମୟରେ ଶତୃ ପକ୍ଷକୁ ସାମ୍ନାକରିବାକୁ ଏହି ଅଭ୍ୟାସ ଆଗକୁ ନେବାକୁ ସାହାଯ୍ୟ କରିବ । ଅଭ୍ୟାସ ଆରମ୍ଭର ଦିନକୁ ମନେରଖିବାକୁ ଏକ ପାରମ୍ପରିକ ଉଦ୍‌ଘାଟନ ସମାରୋହର ଆୟୋଜନ କରାଯାଇ ସେଥିରେ ଉଭୟ ସୈନ୍ୟ ଦେଶାତ୍ମଗୀତ ଗାନ କରିଥିଲୋ ଉତର ଭାରତର ଜିଓସି ଲେଫନାଂଟ ଜେନେରାଲ୍ ଏସ୍ ଏସ୍ ମହଲ ସୈନ୍ୟ ମାନଙ୍କୁ ପ୍ରଶିକ୍ଷଣ ଦେବା ନିଜ ନିଜ ମଧ୍ୟରେ ଆତ୍ମ ବିଶ୍ୱାସ ଜନ୍ମାଇବା ଓ ନିଜ ନିଜ ମଧ୍ୟରେ ସଂପର୍କକୁ ସୁଦୃଢ କରିବା ଓ ସାମୁହିକ ଉଦେଶ୍ୟକୁ ପୁରଣ କରିବାକୁ ପରାମର୍ଶ ଦେଇଥିଲେ । ଏହା ପୁର୍ବରୁ ଶନିବାର ଦିନ ନେପାଳ ସେନାମାନେ ଦଳ ପିଥେ।।ରାଗଡରେ ପହଂଚି ପାରମ୍ପରିକ ଭାବରେ ସୈନ୍ୟ ମାନଙ୍କୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ