୬ ଦିନ ହେଲା କଳାହାଣ୍ଡି ଜଳ ଭିବାଜିକା ଉନ୍ନୟନ ବିଭାଗ ଓଭରସିଆର ନିଖୋଜ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର): କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଆର 22 ତାରିଖ ରୁ ନିଖୋଜ, ନିଖୋଜ ଅଧିକାରୀ ହେଲେ ଧନଞ୍ଜୟ ଧୋବା , ଭବାନିପାଟଣାରରୁ ଥୁଆମୂଳ ରାମପୁର ଗୁଣୁପୁର କୁ ଯାଉଥିବା ବେଳେ ନିଖୋଜ, ସୁଚନା ଦେଲେ ଥୁଆମୂଳ ରାମପୁର ଥାନା ଅଧିକାରୀ ସୂଚନା ଅନୁସାରେ 22ତାରିଖ ରେ ଧନଞ୍ଜୟ ଅଫିସ କାମ ରେ ଭବାନୀପାଟଣା ରଭବାନୀପାଟଣା ରୁ ଥୁଆମୂଳ ରାମପୁର ଆସୁଥିଲେ ହେଲେ ଗୁଣପୁର ଠାରୁ ତାଙ୍କ ମୋବାଇଲ ବନ୍ଧ ରହିଛି ମୁଖ୍ୟତ ଏହି ଅଞ୍ଚଳ ଜଙ୍ଗଲ ଥିବା ରୁ ନେଟୱାର୍କ ଆସୀନଥାଏ ପରବର୍ତୀ ସମୟରେ ତାଙ୍କ କିଛି ଖବର ନା ପାଇ ସହକର୍ମି ସ୍ୱରୂପ ସିଂଦେଓ ପକ୍ଷରୁ ଥୁଆମୂଳ ରାମପୁର ଥାନାରେଏକ ଏତେଲା ଦେଇଛନ୍ତି ଅନ୍ୟ ପଟରେ ଧନଞ୍ଜୟ ଙ୍କ ଗାଁ ରାୟଗଡା ସିରିଗୁଡ଼ି ସେଠି ତାଙ୍କ ପୁଅ ଓ ସ୍ତ୍ରୀ ରହନ୍ତି ଏହି ମାମଲା କୁ ପୋଲିସ ଗୁରୁତ୍ୱ ସହ ନେବା ସହ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ