ପାଠାଗାର, ବିଜ୍ଞାନାଗାର ଓ ଶ୍ରେଣୀ ଗୃହ ଉଦଘାଟିତ

ବୁଗୁଡା, (ଅନିଲ ମହାରଣା):ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ବୁଗୁଡା ପିପୁଲସ ହାଇ ସ୍କୁଲର ନୂତନ ଭାବେ ନିର୍ମିତ ପାଠାଗାର, ବିଜ୍ଞାନାଗାର ଓ ଅତିରିକ୍ତ ଶ୍ରେଣୀ ଗୃହକୁ ସେପ୍ଟେମ୍ବର ୩୦ ତାରିଖ ଦିନ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପିପୁଲସ ହାଇ ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦଙ୍କ ସମେତ ମଦନ ଗୋପାଳ ଦୋରା, ଚିତ୍ରସେନ ପ୍ରଧାନ, ଧରଣୀଧର ପଣ୍ଡା, କେ.ତ୍ରିଲୋଚନ ଦୋରା, କାହ୍ନୁ ଚରଣ ଭୂୟାଁ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ