ଗାଙ୍ଗପଡା ପଞ୍ଚାୟତରେ କୋଭିଡ ଟୀକାକରଣ କେନ୍ଦ୍ର ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଞ୍ଚାୟତର ଗୋଗୁଆ କମ୍ୟୁନିଟି ସେଂଟରରେ କୋଭିଡ ଟୀକାକରଣ କେନ୍ଦ୍ର ସମିତିସଭ୍ୟା ମମତାରାଣୀ ଧଳଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କେନ୍ଦ୍ରରେ ଗାଙ୍ଗପଡା ପଞ୍ଚାୟତର ଲୋକମାନଙ୍କୁ କୋଭିଡ ଟୀକା ପ୍ରଦାନ କରାଯିବ । ପ୍ରଥମ ଦିବସରେ ଟୀକାକରଣ କାର୍ଯ୍ୟରେ ସୁନିତ କୁମାର ବଳ, ଶତୃଘନ ବିଶ୍ୱାଳ, ମୁରଲୀଧର ଦାସ, ବିଚିତ୍ରାନନ୍ଦ ଜେନା, ପ୍ରଦୀପ ବଳ, ଉମାକାନ୍ତ ମହାରଣା, ସର୍ବେଶ୍ୱର ମଲ୍ଲ, ବିଭୁ ପ୍ରସାଦ ପରିଡା, ଭ୍ରମରବର ସେଠୀ, ଜଗନମୋହନ ସାହୁ, ନିରଞ୍ଜନ ପାତ୍ର, ପ୍ରଫୁଲ୍ଲ ରାଉତ, ଅସିତବନ୍ଧୁ ଧଳ, ସେକ ଗୋରା, ସେକ ଓସିମୁଦ୍ଦିନ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ