ମୋସିମ ଖାଁ ଯୁବ ବିଜଡେି ଡିଜିଟାଲ ସମ୍ପାଦକ ମନୋନିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଯୁବ ନେତା ମୋସିମ ଖାଁଙ୍କୁ ଯୁବ ବିଜେଡି ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଡିଜିଟାଲ ସମ୍ପାଦକ ଭାବେ ମନୋନିତ କରାଯାଇଛି । ରାଜ୍ୟ ବିଜୁ ଯୁବ ଜନତାଦଳ ସଭାପତିଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡା ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ଦାସ ମୋସିମ ଖାଁଙ୍କୁ କେନ୍ଦ୍ରାପଡା ବ୍ଲକ ବିଜୁ ଯୁବ ଜନତା ଦଳର ଡିଜିଟାଲ ସମ୍ପାଦକ ଭାବେ ମନୋନିତ କରିଛନ୍ତିି । କେନ୍ଦ୍ରାପଡା ବ୍ଲକ ଅଞ୍ଚଳରେ ଯୁବ ବିଜେଡିର ଡିଜିଟାଲ କାର୍ଯ୍ୟକ୍ରମରେ ମୋସିମ ଅଧିକରୁ ଅଧିକ ଯୁବକମାନଙ୍କୁ ଜୋଡି ଦଳର ସଂଗଠନକୁ ମଜଭୁତ କରିବେ ବୋଲି କହିଛନ୍ତି । ଏହି ନିଯୁକ୍ତି ପାଇଁ ମୋସିମ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଓ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ