ଗାନ୍ଧି ପରିବାରକୁ ମଳିବନି ଏସପିଜି ସୁରକ୍ଷା ଜେଡ଼୍ ପ୍ଲସ ସୁରକ୍ଷା ଦିଆଯିବ, କଂଗ୍ରେସ କହିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗାନ୍ଧି ପରିବାରର ୩ ଜଣ ସଦସ୍ୟ ଯଥା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁତ୍ର ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମିଳିଥିବା ଏସପିଜି (ସ୍ପେଶାଲ ପ୍ରୋଟେକସନ ଗ୍ରୁପ) ସୁରକ୍ଷା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କୁ ବର୍ତ୍ତମାନ କେବଳ ଜେଡ଼ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ । ଅର୍ଥାତ ନୂଆ ବ୍ୟବସ୍ଥା ଅନୁସାରେ ଏସପିଜି କମାଣ୍ଡୋଙ୍କ ବଦଳରେ ସେମାନଙ୍କୁ ସିଆରପିଏଫ (କେନ୍ଦ୍ରୀୟ ସୁରକ୍ଷା ବଳ)ଯବାନମାନେ ସୁରକ୍ଷା ଯୋଗାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ