ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ସମ୍ପର୍କୀତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ମହିଳା ମହାସଂଘର ମିଶନଶକ୍ତି ଗୃହରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ସମ୍ପର୍କୀତ ଏକଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିପିସି ଚୀରଞ୍ଜୀବ ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଏସ.ଡି.ସି ସ୍ମିତା ପାଣିଗ୍ରାହୀ, ବି.ଏଲ.ସି ସଞ୍ଜୁଲତା ନାୟକ ଉପସ୍ଥିତ ଥିବା ବେଳେ ମାଷ୍ଟର ଟ୍ରେନର ଭାବେ ଏମ.ବି.କେ ପଦ୍ମିନୀ ସାମଲ ତାଲିମ ପ୍ରଦାନ କରିଥିଲେ । ଶିବିରରେ ୨୫ ପଞ୍ଚାୟତରୁ ସିଆରପି ଓ ଏସ୍‌.ଏଚ୍‌.ଜି ସଭ୍ୟା ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ