ତାଲୁକା ଆଇନ ସେବା ପକ୍ଷରୁ ଶୋଭାଯାତ୍ରା

ଗଜପତି,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ତାଲୁକା ଆଇନ ସେବା ତରଫରୁ ସ୍ଥାନୀୟ ହିଲଟ୍‌ପବିଶ୍ୱବିଦ୍ୟାଳୟ ଠାରୁ ଶୋଭାଯାତ୍ରାରେ ବାହାରି ପାଣ୍ଡଛକ ନିକଟରେ ପର୍ଯ୍ୟନ୍ତ ପହଞ୍ଚିଥିଲେ । ଏଥିରେ ବହୁ ଓକିଲ ଓ ବୁଦ୍ଧିଜୀବି ଶୋଭାଯାତ୍ରାରେ ବାହାରି ଗରିବ ଲୋକ ମାନଙ୍କ ନିକଟରେ କିପରି ମାଗଣା ଆଇନ ସେବା ପହଞ୍ଚାଇବା ସହ ଅଂଚଳକୁ ପଲିଥିନ ମୁକ୍ତ କରିବା ସହ ଛାତ୍ରଛାତ୍ରୀ ଓ ଓକିଲ ମାନେ ହାତରେ ପ୍ଲାକାର୍ଡ ଧରି ଶୋଭଯାତ୍ରା କରିଥିଲେ । ଏଥି ସହ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଚାରପତି ମନୋଜ କୁମାର ମହାନ୍ତି ଉପସ୍ଥିତ ରହି ଶୋଭାଯାତ୍ରା ଆରମ୍ଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ