ଆଦର୍ଶ ବିଦ୍ୟାଳୟରେ ୧୦ମ ପରୀକ୍ଷା ଦେଲେ ୭୮ ଛାତ୍ରଛାତ୍ରୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଳକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ୭୮ ଜଣ ଛାତ୍ରଛାତ୍ରୀ ୧୦ ଶ୍ରେଣୀର ପ୍ରଥମ ଟର୍ମ ପରୀକ୍ଷା ଦେଇଥିବା ଜଣାଯାଇଛି । କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ସମସ୍ତ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇଥିଲେ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ସମସ୍ତ ପରୀକ୍ଷାଙ୍କୁ ସାନିଟାଇଜରରେ ହାତ ଧୋଇବା ସହିତ ଥର୍ମାଲ ସ୍କାନର ଓ ମାସ୍କ ବ୍ୟବହାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ