ପ୍ରାଧିକରଣ ରାଲି ମାଧ୍ୟମରେ ଆଇନ ସଚେତନତା

ଗଞ୍ଜାମ ଜିଲ୍ଳା ବ୍ରହ୍ମପୁର ସହର କୋର୍ଟ ପରିସର ଠାରୁ ମେଡିକାଲ ହାଇସ୍କୁଲ କ୍ୟାମ୍ପସ ପର୍ଯ୍ୟନ୍ତ ଏକ ରାଲିର ଆୟୋଜନ କରାଯାଇ ରାଲି ମାଧ୍ୟମରେ ଆଇନ ସଚେତନତା କରାଯାଇଥିଲା ।ଏହି ରାଲିକୁ ଜିଲ୍ଲା ଦୈାରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ବିଭୁପ୍ରସାଦ ରାଉତରାୟ ,ବିଜୟ କୁମାର ଦାସ , ବିଭିନ୍ନ ବୃଦ୍ଧି ଜୀବି ରାଲିରେ େ ବହୁ ଯୁବଗୋଷ୍ଟି ଯାଗଦାନ କରିଥିଲେ । ଏହି ରାଲିର ମୁଖ୍ୟ ଉଦେଶ୍ୟ ରଖାଯାଇଥିଲା ସମାଜରେ ହେଉଥିବା କନ୍ୟା ଭ୍ରୁଣହତ୍ୟା , ଯୈାନ ନିର୍ଯ୍ୟାତନା , ଏସିଡମାଡ ଇତ୍ୟାଦି ଲୋକମାନଙ୍କୁ ସଚେତନତା କରିଥିଲେ । ଏହି ରାଲିଟିକୁ ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ଦାସ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ