ଗଞ୍ଜାମ ଏନଏସି ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି : ଗୋଟିଏ ସ୍ୱାଧୀନ କାଉନସିଲର ବିଜୟୀ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ଏନଏସିରେ ୧୨ ଟି ୱାଡରୁ ୧୧ ଟିରେ ବିଜୁଜନତା ଦଳ ସମର୍ଥିତ ପାର୍ଥି ଓ ଗୋଟିଏ ୱାଡରେ ସ୍ୱାଧୀନ ପାର୍ଥିମାନେ ବିଜୟୀ ହୋଇଛନ୍ତି। ବିଜୁଜନତା ଦଳର ସମର୍ଥିତ କାଉନସିଲର ଏକ ନମ୍ବର ୱାଡ଼ର ସୁରେନ୍ଦ୍ର ବାରିକ, ଦୁଇ ନମ୍ବର ୱାଡର ରିତାରାଣୀ ମହାରଣା, ତିନି ନମ୍ବର ୱାଡ଼ର ରାଇବାରି ଜାନୀ (ନିର୍ଦ୍ୱନନ୍ଦ), ଚାରି ନମ୍ବର ୱାଡର ସବିତା ବେହେରା, ପାଞ୍ଚ ନମ୍ବର ୱାଡର ସଂଯୁକ୍ତା ଦାସ, ସାତ ନମ୍ବର ୱାଡର ପୁରୁଷୋତ୍ତମ ସାହୁ, ଆଠ ନମ୍ବର ୱାଡର ମହାଲକ୍ଷ୍ମୀ ନାୟକ, ନଅ ନମ୍ବର ୱାଡର ସ୍ୱାଗତ ଆଶିଷ ନାୟକ, ଦଶ ନମ୍ବର ୱାଡ଼ର ସୁଜାତା କୁମାରୀ ମହାନ୍ତି, ଏଗାର ନମ୍ବର ୱାଡର ପି.ମୋହନ ରେଡ୍ଡୀ, ବାର ନମ୍ବର ୱାଡର ପି.ଚନ୍ଦ୍ର ଶେଖର ରେଡ୍ଡୀ ଓ ଛଅ ନମ୍ବର ୱାଡରେ ଅରୁଣ କୁମାର ପଣ୍ଡା ନିର୍ବାଚିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ