ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରଭୁକଲ୍ୟାଣ ଦାଶ

ଗଞ୍ଜମ; (ଯୁଗାବ୍ଦ ନ୍ୟୁଜ )-ଗଞ୍ଜାମ ଏନ.ଏ.ସି ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପ୍ରଭୁକଲ୍ୟାଣ ଦାଶ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଭଦ୍ରକ ଜିଲ୍ଲା ର ଚାନ୍ଦବାଲି ଏନ.ଏ. ସି ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦାଇତ୍ଵ ରେ ଥିଲେ । ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଯୋଗାଯାଗ ବେଳେ ଉନୟନ କାର୍ଯ୍ୟ ,ବିକାଶ, ପ୍ରାଥମିକତା ରହିବା ସହ ଓ ଲୋକ ଙ୍କ ସହିତ ସୌନ୍ଦର୍ଯ୍ୟ ପୂର୍ଣ୍ଣ ବତାବରଣ ସୃଷ୍ଟି କରି କାମକୁ ଆଗେଇ ନେବି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ