ପଞ୍ଚମୁଖୀ ହନୁମାନ ମନ୍ଦିରରେ ୧୦୮ହନୁମାନ ଚାଳିସା
(ଯୁଗାବ୍ଦ ନ୍ୟୁଜ) ବ୍ର୍ରହ୍ମପୁର ରେଡିଓ ଷ୍ଟେସନ ବେଙ୍କ କଲୋନି ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିରରେ ପବିତ୍ର ସଙ୍କରାନ୍ତି ଅବସରରେ ଭକ୍ତ ମାନଙ୍କ ଦ୍ୱାରା ୧୦୮ ହନୁମାନ ଚାଳିସା ପାଠ ,ଭଜନ କୀର୍ତ୍ତନ,ମହାମନ୍ତ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଫୁଲ୍ଲ କୁମାର ପଣ୍ଡିତ ଶଙ୍କର ମାଝୀ,ସହଦେବ ପାତ୍ର,ରଘୁନାଥ ପାତ୍ର,ମାଧବ ଜେନା ,ନବୀନ ଶତପଥୀ ଙ୍କସମେତ ବହୁ ଭକ୍ତ ଯୋଗଦେଇ ଥିଲେ ପରେ ୧୦୮ ଆରତୀ ହୋଇଥିଲା ।


