ବିଦ୍ୟୁତ କାଟକୁ ନେଇ ଉତେଜନା

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାବେଡା ପଞ୍ଚାୟତରେ ବାରମ୍ବାର ଅଘଷିତ ବିଦ୍ୟୁତ କାଟକୁ ନେଇ ଉତେଜନା ଦେଖିବାକୁ ମିଳିଛି । ଚିତ୍ରକୋଣ୍ଡା ଠାରେ ଥିବା TPSODL ସବ ଷ୍ଟେସନ ଗେଟ ଆଗରେ ଧାରଣାରେ ବସିଲେ ଲୋକେ । ଅଞ୍ଚଳରେ ହେଉ ଥିବା ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହଉଥିବା ଯୋଗୁଁ ଏଭଳି ଧାରଣାରେ ବସିଥିବା ଜଣା ପଡ଼ିଛି । ବିଦ୍ୟୁତ କଟିବା ଯୋଗୁଁ ଚାଷ, ଉଠାଜଳସେଚନ ଓ ମୋଟରରେ ପାଣି ନଆସୁଥିବା ଯୋଗୁଁ ଲୋକେ ବହୁତ ହଇରାଣ ହଉଥିବା ଦେଖିବାକୁ ମିଳିଛି । ଓ ବିଲ ବାନ୍ଧିଲା ପରେ ମଧ୍ୟ ପଇସା କଟୁ ନଥିବା କହୁଛନ୍ତି ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ