ବିଭିନ୍ନ ସ୍ଥାନ ରେ ଅବକାରୀ ବିଭାଗ ଚଡ଼ାଉ ବିପୁଳ ପରିମାଣର ମଦ ଜବତ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଅବକାରୀ ବିଭାଗ ଅଧିକାରି ପ୍ରଭାତ ସେଠୀ ଙ୍କ ନିର୍ଦେଶ କ୍ରମେ ରାୟଗଡ଼ ଥାନା ଅଞ୍ଚଳ ର ଲାଞ୍ଜିପଦର, ନାରାୟଣ ପୁରୁ ବୋଲି ବିଭିନ୍ନ ସ୍ଥାନ ରେ ଏକ କାଳୀନ ଚଡ଼ାଉ କରି ୧୨ଶହ ଲିଟର ପୋଚ ନଷ୍ଟ ୧୬୦ଲିଟର ରନ୍ଧା ମଦ ଶହ ୪୦ଲିଟ୍ର ଖଜୁରୀତାଡି  ଜଣେ ଗିରଫ ସେଇ ଭୋଳି ଆର ଉଦୟଗିରି ଅବକାରୀ ବିଭାଗ ମୋହନା ଥାନା ଓ ଅଡବା ଥାନା ଅଞ୍ଚଳ ରେ ଚଡ଼ାଉ କରି ୨ଶହ ଲିଟର ପୋଚ ନଷ୍ଟ କରିବା ସହ ୨ଶହ ରନ୍ଧା ମଦ ଜବତ କରାଯାଇଛି I ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ୍ ହେବ ବୋଲି ସୂଚନା ମିଳିଛି I ଅବକାରୀ ବିଭାଗ ପକ୍ଷରୁ ମୋଟ ୩୨୦୦ଲିଟର ପୋଚ ଓ ୨୪୦ଲିଟର ରନ୍ଧା ମଦ ଜବତ ବିପୁଳ ପରିମାଣର ରନ୍ଧା ସାମଗ୍ରୀ ଜବତ ଏହି ଚଡ଼ାଉ ରେ ପ୍ରକାଶ ସାହୁ, କିଶୋର ରଥ, ଘନଶ୍ୟାମ ଜେନା, ଚିତ୍ ଜେନା ଓ କର୍ମଚାରୀ ଉପସ୍ଥିତ ଥିଲେ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ