ଉନ୍ମତ କୃଷି ଏବଂ ଆନୁସାଙ୍ଗିକ ବିଜ୍ଞାନ ୫ମ ଆନ୍ତର୍ଜାତୀୟ ସମ୍ମିଳନୀ ୨୦୨୨
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-କୃଷି ଏବଂ ଆନୁଷଇିଂକ ବିଜ୍ଞାନ କ୍ଷେତ୍ରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ନିଳନୀ ସୋସାଇଟି ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ ଆଣ୍ର ସୋସିଆଲ ଡେଭେଲପମେଣ୍ଟ, ନୂଆଦିଲ୍ଲୀ ଏବଂ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ, ଓଡିଶା ର ମିଳିତ ଆନୁକୁଲ୍ୟରେ ଏବଂ ସମ୍ମାନିତ କୂଳସଚିବ ଡ଼ଃ ଅନିତା ପାତ୍ର ଏବଂ ସମ୍ମିଳନୀର ଆହ୍ବାନକର୍ତା ମେହଜବିନଙ୍କ ଦ୍ଵାରା ୪ ଜୁନ ପୂର୍ବାନ୍ଧ ୯.୩୦ ରେ ଉଦ୍ଧାଟିତ ହୋଇଥୁଲା । ସମ୍ମିଳନୀ କୁ ଉଦ୍ଘାଟନ କରିବାପାଇଁ କୂଳସଚିବ ଡ଼ଃ ଅନିତା ପାତ୍ର ସମସ୍ତଙ୍କୁ ଅଂଗଗ୍ରହଣ କରିବାପାଇଁ ସ୍ଵାଗତ କରିଥିଲେ ମଞ୍ଚରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥୁ୍ଲା । ଏହି ଉଦ୍ଘାଟନ ଉତ୍ସବ ରେ ଡ଼ଃ ଚିତ୍ରା ଶଙ୍କର, ପରମୁଖ ବୈଜ୍ଞାନିକ, ଆଇ.ସି.ଏ.ଆର – ଭାରତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ହାଇଦ୍ରାବାଦ, ମୁଖ୍ୟଅତିଥୂ ଏବଂ ଡ଼ଃ ଆନି ପୁନମ, ପ୍ରମୁଖ ବୈଜ୍ଞାନିକ, ଆଇ.ସି ,ଏ,.ଆର – ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକ, ସମ୍ନାନିତ ଅତିଥୂ ଭାବେ ଯୋଗ ଦେଇଥୁଲେ । ସୋସାଇଟି ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ ଆଣ୍ଡ ସୋସିଆଲ ଡେଭେଲପମେଣ୍ଟ, ନୁଆ ଦିଲ୍ଲୀ ର ପ୍ରେସିଡେଣ୍ଟ ଶ୍ରୀ ଅଖ୍ଲ ଗୁପ୍ତା, ଏମ.ଏସ., ସ୍ଵାମୀନାଥନ ସ୍କଲୁ ଅଫ ଏଗ୍ରିକଲଚର (ସେଞ୍ଚରିଅନ ବିଶୃବିଦ୍ୟାଳୟ), ଓଡିଶା ର ଡିନ ଡ଼ଃ ଏମ. ଦେବେନ୍ଦର ରେଦୀ, ଡିନ (ପ୍ରଶାସନ) ଡ଼ଃ ଏସ.ପି. ନନ୍ଦ, ସହଯୋଗୀ ଡିନ ପ୍ରଫେସର ଜେ. ଅନିଲ କୁମାର ଏବଂ ମୁଖ୍ୟ ଆୟୋଜନ ସଚିବ ଡଃ ଅର୍ଦୁଶ ରାଉତ, ବିଭାଗଧ୍ୟକ୍ଷ, କୀଟ ବିଜ୍ଞାନ, ଲଭଲି ପ୍ରଫେସନାଲ ୟୁନିଭରସିଟି ମଧ୍ୟ ଯୋଗ ଦେଇଥୁଲେ। ସମ୍ନିଳନୀ ର ସ୍ମରଣୀକା ଏବଂ କମେଣ୍ଢିଅମ ଅଫ ଆବସ୍କ ଳ୍ପ କୁ ଉନ୍ମୋଚନ କରାଗଲା । ଏହି ସମ୍ମିଳନୀ ୧୪ ଟି ବିଭିନ୍ନ କୃଷି ଅନୁସନ୍ଧାନ ଥୂମ୍ ଉପରେ ଆଧାରିତ I ଆୟୋଜକଙ୍କ ଅନୁଯାୟୀ ଏହି ସମ୍ମିଳନୀ କୃଷି ପ୍ରଯୁଲିବିଦ୍ୟାରେ ଅଗ୍ରଗତି ବିଷୟରେ ଫସଲ ଉନ୍ନତି, ଫସଲ ଉତ୍ପାଦନ, ଫସଲ ସୁରକ୍ଷା, ସାମୁଦ୍ରିକ ବିଜ୍ଞାନ ଜଳଚର, ମହାସାଗରୀୟ, ମସ୍ସ୍ୟଚାଷ, ପଶୁପାଳନ, ବାୟୋଟେକ୍ସୋଲୋଜି ଏବଂ ଦୁଗ୍ଧ ପ୍ରଯୁଲ୍ତିବିଦ୍ୟା ଭଳି ଜ୍ଞାନ ଆଦାନ ପ୍ରଦାନକୁ ସହଜ କରିବା ଏହାର ଲକ୍ଷ। ଅନୁସନ୍ଧାନ ଏବଂ କୃଷି ଶିକ୍ଷାରେ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ବୈଜ୍ଞାନିକ ଏବଂ ଶିକ୍ଷାବିତଙ୍କ ଦ୍ଵାରା ଦୁଇ ଦିନ ମଧ୍ୟରେ ୨୫ ରୁ ଅଧୁକ ପ୍ରମୁଖ ନୋଟୁ ବକ୍ତତ୍ରା ପ୍ରଦାନ ଅନୁଷ୍ଠିତ ହେବା I


