ଶୋମ ଗାଡ଼ି ଶହ ବାଇକ୍ ଧକ୍କା ଜଣେ ଗୁରୁତର
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଢେପାଲାଞ୍ଜୁ ନିକଟରେ ସୋମ ଗାଡ଼ି ଶହ ବାଇକ୍ ଧକ୍କା ଫଳରେ ବାଇକ୍ ଆରହି ଗୁରୁତର ଆହତ ହୋଇଛନ୍ତି ଘଟଣା ସ୍ଥଳରେ ମୋହନା ପୁଲିସ ପହଞ୍ଚି ଗୁରୁତର ଆହତ ବେକତିଙ୍କୁ ଉଦ୍ଧାର କରି ମୋହନା ମେଡିକାଲକୁ ପଠାଇବା ଶହ ଦୁଇଟି ଗାଡ଼ି ଯାବତ୍ କରି ମାମଲା ରୁଜୁ କରିଛନ୍ତି, ଘଟଣାରୁ ପ୍ରକାଶ ସୋମ ଗାଡ଼ିଟି କୋରାପୁଟ ମେଡିକାଲରୁ ଔଷଧ ଟିମ୍ ବ୍ରହ୍ମପୁର ଯିବା ବେଳେ ମୋହନା ପଟୁ ଅଡବା ପଟେ ଯାଥିବା ବାଇକ୍ କୁ ଢେପାଲାଞ୍ଜୁ ନିକଟରେ ଧକ୍କା ହୋଇଥିଲା ଯାହା ଦ୍ୱାରା ବାଇକ୍ ଆରାହି ଡୁମିଗୁଡ଼ା ଗ୍ରାମର ବାବୁଲା ମଳିକ ୪୬ଗୁରୁତର ହେଇଥିଲେ ତାଙ୍କୁ ଡକ୍ଟର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି


