ଦୁଇ ବର୍ଷ ପରେ ଧୁମ୍ ଧାମରେ ପାଳନ ହେଉଛି ଅଗ୍ରପୂଜ୍ୟ ଗଣେଶ ପୂଜା
ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ରେ କରୋନା ମହାମାରୀ ପାଇଁ ଦୁଇ କଭିଡ କଟକଣା ଜାରି କରାଯାଇଥିଲା ଯାହାକୁ ନେଇ ସମସ୍ତ ପର୍ବ ପର୍ବାଣୀ ରେ ରୋକ ଲାଗିଥିଲା ମନ୍ଦିର ପୂଜା ମଣ୍ଡପ ବିଦ୍ୟାଳୟ ଗୁଡ଼ିକ ରେ ବିନା ଭକ୍ତ ରେ ପୂଜା ଅର୍ଚ୍ଚନା ହୋଇଥଲା କଟକଣା କୋହଳ ପରେ ଧୁମ୍ ଧାମରେ ପାଳନ ହେଉଛି ପ୍ରତେକ ସ୍ଥାନ ରେ ଅଗ୍ରପୂଜ୍ୟ ଗଣେଶ ଙ୍କ ପୂଜା ମୋହନା ଶିଶୁ ମନ୍ଦିର, ଅଡବା ଶିଶୁ ମନ୍ଦିର ସରକାରୀ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ବିଭିନ୍ନ ଶାଯଶଯ୍ୟ ରେ ଆଲୋକ ସଜାଇ ପୂଜା କରଯାଇଥିଲା ଛାତ୍ର ଛାତ୍ରୀ ଙ୍କ ଗୋହଣ ରେ ସେଇ ପରି ମୋହନା କୋର୍ଟ ରେ ମଧ୍ଯ ପୂଜା ପାଇଛନ୍ତି ବୁଦ୍ଧି ଦାତ ମୋହନାରେ ବିଭିନ୍ନ ସାହି ରେ ପୂଜା ମଣ୍ଡପ ରେ ପୂଜା କରା ଯାଇଛି ଅଡବା ରେ ମଧ୍ଯ ପୂଜା ମଣ୍ଡପ ରେ ପୂଜା ଅର୍ଚ୍ଚନା ହୋଇଛି ସନ୍ଧ୍ୟା ରେ ଭକ୍ତ ଙ୍କ ଭିଡ ଜମିଥିଲା ଚାନ୍ଦିପୁଟ, କଲେଜ୍, ମୋହନା କଲେଜ୍ ସମେତ ବିଭିନ୍ନ ଗ୍ରାମ ରେ ପାଳନ ହୋଇଛି ଗଣେଷ ପୂଜା


