ପୁଇନ୍ତଳା ବିଡିଓଙ୍କୁ ଅପହରଣ ଅଭଯୋଗ

ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବିଡିଓ ସରୋଜ ମିଶ୍ରଙ୍କୁ ଅପହରଣ ଅଭିଯୋଗ । ଅପହରଣର କାରଣ ଅସ୍ପଷ୍ଠ । ଅପହରଣ ସୁଚନା ପାଇବା ପରେ ପୋଲିସର ଇନଭେଷ୍ଟିକେସନ ଜାରି ରହିଛି । ସୁଚନାଯୋଗ୍ୟ , ସରୋଜ ମିଶ୍ର ଅଫିସରେ ଥିବା ସମୟରେ ଏକ ସ୍କର୍ପିଓରେ ଆସି ଉଠାଇନେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ