ରେଡଷ୍ଟାର ଲୋକସଭା ପ୍ରାର୍ଥୀନୀ ଭାବେ ପ୍ରମିଳା ବେହେରା ପ୍ରାର୍ଥୀ ପତ୍ର ଦାଖଲ

ଭୂବନେଶ୍ୱର ( ଯୁଗାବ୍ଦ ନ୍ୟୁଜ ) : ଭୂବନେଶ୍ୱର ଲୋକସଭା ପ୍ରାର୍ଥୀ ଭାବେ ଶ୍ରମଜୀବି ନେତ୍ରୀ ପ୍ରମିଳା ବେହେରା ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନେତ୍ରୀ ଓ ସହଯୋଗୀ ମାନଙ୍କ ସହିିତ ମିଶି ଲାଲ ପଟୁଆରରେ ବାହାରି ଫାସିବାଦୀ ବିଜେପି କୁ ପରାସ୍ତ କରିବାକୁ ଆହ୍ୱାନ ଦିଆଯାଇଛି ।  ବିଭିନ୍ନ  ଶ୍ଲୋଗାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।ରାଜ୍ୟ ସରକାର ଓ  କେନ୍ଦ୍ର ସରକାର ସଂମ୍ପୂର୍ଣ୍ଣ ବିଫଳ ହୋଇଥିବା କଥା ସେ କହିଛନ୍ତି । ଏହି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ବହୁ ଶ୍ରମ ବିଭାଗର  ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ