ଶପଥ ନେଲେ ଉଦ୍ଧବ ଠାକରେ
(ଯୁଗାବ୍ଦ ନ୍ୟୁଜ) : ଦୀର୍ଘ ଦିନ ଧରି ମହାରଷ୍ଟ୍ର ରାଜନୀତିରେ ଲାଗିରହିଥିବା ଅସ୍ଥିରତା ପରେ ଗୁରୁବାର ସଂନ୍ଧ୍ୟାରେ ମହାବିକାଶ ଅଘୋଡି ନାଁରେ ଗଠନ କରାଯାଇଥିବା କଂଗ୍ରେସ , ଶିବସେନା ଓ ଏନସିପି ର ମିଳିତ ସହଯୋଗରେ ଶିବାଜୀ ପାର୍କରେ ଆୟୋଜିତ ବର୍ଣ୍ଣାଢ୍ୟ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟ ମନ୍ତ୍ରୀ ଭାବେ ମହାରଷ୍ଟ୍ରର ରାଜ୍ୟପାଳ ଭଗତ ସିଂ ଖୁସିଆରୀ ଉଦ୍ଧବ ଠାକରେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।