ଖୁବଶୀଘ୍ର ନ୍ୟାୟ ପାଇବ ନିର୍ଭୟା !

ନୂଆଦିଲ୍ଲୀ – ସାରା ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ଥ୍ୟ ହୋଇଥିବା ଚାରି ନର ପିଶାଚଙ୍କୁ ଖୁବ ଶୀଘ୍ର ଫାଶିଦଣ୍ଡ ଦିଆଯିବ ବୋଲି ଜଣାପଡିଛି । ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଶୁକ୍ରବାର କେନ୍ଦ୍ର ସରକାର ଆଗ୍ରହ୍ୟ କରିଦେଇଛନ୍ତି । ଏହା ସହ ଭାରତୀୟ ସମ୍ବିଧାନର ବିଧି ବ୍ୟବସ୍ଥାନୁସାରେ , ରଷ୍ଟ୍ରପତି ରାମ ନାଥ କୋବିନ୍ଦ ମଧ୍ୟ ଏହି ରାଜକ୍ଷମା ଆବେଦନକୁ ଆଗ୍ରହ୍ୟ କରିବାକୁ ଏକ ଦସ୍ତାବିଜ ରଷ୍ଟ୍ରପତି ଭବନକୁ ପଠାଯାଇଛି । ରଷ୍ଟ୍ରପତି ଏହି ଆବେଦନକୁ ଖାରଜ କରିବାମାତ୍ରେ ୪ ଅଭିଯୁକ୍ତଙ୍କୁ ତିହାର ଜେଲରେ ଫାଶି ଦିଆଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ