କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ହିଁ ଗଣତନ୍ତ୍ରର ରକ୍ଷା କବଚ ଦୁଇଦିନିଅ ଅଧିବେଶନରେ ବିଭିନ୍ନ ବକ୍ତାଙ୍କ ଉଦବେ।ଧନ
ବ୍ରହ୍ମପୁର : କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ହିଁ ଗଣତନ୍ତ୍ରର ରକ୍ଷା କବଚ ବେ ।ଲି ଗେ ।ପାଳପୁରସ୍ଥିତ ସେଣ୍ଟ ଭିନସେଣ୍ଟ ରିଟ୍ରେଡ ସେଣ୍ଟର ଠାରେ ଅନୁଷ୍ଠିତ ଦୁଇଦିନିଅ । ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ (ଏଏସଏମଏନଅ ।ଇ)ର ୨୦ତମ ରାଷ୍ଟ୍ରୀୟ ଅଧିବେଶନରେ ବିଭିନ୍ନ ବକ୍ତା ମତ ପ୍ରକାଶ କରିଛନ୍ତି । ଅଧିବେଶନରେ ରାଷ୍ଟ୍ରୀୟ ସଭାପତି କେଶବ ଦତ୍ତ •ନ୍ଦେ ।ଲା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଅ ।ନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ଭେଷଜବିତ୍ ଡ଼ାକ୍ତର ପ୍ରଫୁଲ ଚନ୍ଦ୍ର ସାହୁ ଉଦଘାଟନ କରି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ବାଦପତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ହିଁ ସାଧାରଣ ଜନତାଙ୍କ ସମସ୍ୟାକୁ ଲେ ।କଲେ ।ଚନକୁ ଅ ।ଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବେ ।ଲି କହିଥିଲେ । ମୁଖ୍ୟବକ୍ତା ରୂପେ ପ୍ରେମର ସଭାପତି ତଥା ବିଶିଷ୍ଟ ସମାଜସେବୀ ଜାକେ ।ବ୍ ଥୁଣ୍ଡିଲ୍ ଯେ ।ଗଦେଇ କଲମର ଧାର ଖଣ୍ଡାଧାର ଠାରୁ ଅଧିକ ତୀକ୍ଷ୍ଣ ଏବଂ ସମାଜରୁ ଦୁର୍ନୀତି, ଭ୍ରଷ୍ଟା•ରକୁ ରେ ।କିବା ଦିଗରେ ନିଷ୍ଠାପର ଉଦ୍ୟମ କରନ୍ତୁ ବେ ।ଲି କହିଥିଲେ । ସେ ଅ ।ହୁରି କହିଥିଲେ ସମ୍ବିଧାନର ମୂଳମନ୍ତ୍ରକୁ ଅ ।ଧାର କରି ସମ୍ବାଦପତ୍ରମାନେ ନିଜର ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ସଜାଗ ରହିବାକୁ ଅ ।ହ୍ୱାନ ଦେଇଥିଲେ । ଅନ୍ୟତମ ବକ୍ତା ଅବସରପ୍ରାପ୍ତ ଜଜ୍ ଅବନି ରଞ୍ଜନ ଦାଶ ଗଣତାନ୍ତ୍ରିକ ବ୍ୟବସ୍ଥାର ସମସ୍ତ ସ୍ତମ୍ଭରେ ଅଧେ ।ପତନ ଦେଖାଦେଇଥିବା ବେଳେ କେବଳ ଖବରକାଗଜମାନେ ହିଁ ତାକୁ ସୁରକ୍ଷା ଦେବାରେ ସଫଳ ହେ ।ଇପାରିବେ ବେ ।ଲି କହିଥିଲେ । ସେ ଅ ।ହୁରି କହିଲେ, ସାବର୍ଜନୀକ କ୍ଷେତ୍ରରେ କର୍ମକୁ ଗୁରୁତ୍ୱ ଦିଅ ।ନଯାଇ ଦେଶରେ କେବଳ ଭାଷଣବାଜି •ଲିଥିବାରୁ ଉଦବେଗ ପ୍ରକାଶ କରିଥିଲେ । ବିଶିଷ୍ଟ ପରିବେଶବିତ୍ ତଥା ସ୍ୱାଭିମାନର ସମ୍ପାଦକ ପ୍ରଫୁଲ୍ଲ ସାମନ୍ତରା ତାଙ୍କ ଭାଷଣରେ ବଡ଼ ବଡ଼ ସମ୍ବାଦପତ୍ରମାନେ କର୍ପୋରେଟ୍ ହାଉସ ଦ୍ୱାରା ପରି•ଳିତ ହେଉଥିବା ବେଳେ କେବଳ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ହିଁ ସମାଜର ପ୍ରକୃତ ଚିତ୍ରକୁ ପ୍ରତିପାଦନ କରିଥାନ୍ତି । କିନ୍ତୁ ସେମାନଙ୍କୁ •ପି ଦେବା ପାଇଁ ଉଦ୍ୟମ କରାଯାଉଛି ବେ ।ଲି କହି କ୍ଷେ ।ଭ ପ୍ରକାଶ କରିଥିଲେ । ସ୍ୱାଗତ ସମିତିର ଅଧ୍ୟକ୍ଷ ତଥା ଶ୍ରମିକ ନେତା ଭାଗିରଥୀ ମହାରଣା ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଅ ।ସିଥିବା ସମ୍ପାଦକମାନଙ୍କୁ ସ୍ୱାଗତ ଜଣାଇ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ସମ୍ବାଦପତ୍ରମାନେ ଅ ।ଇନା ଭଳି କାମ କରିଥାନ୍ତି ବେ ।ଲି କହିଥିଲେ । ପ୍ରଥମେ ଓଡ଼ିଶା ଶାଖାର ସଭାପତି ରବି ରଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ । ଅତିଥି ଭାବେ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶଙ୍କର କତିରା, ସଂଗଠନ ସମ୍ପାଦକ ଲଙ୍ଗ୍ସିଂ ଟେରନ୍, ପୂର୍ବତନ ସାଧାରଣ ସମ୍ପାଦକ ଅଶେ ।କ ଚତୁର୍ବେଦୀ, ବିନେ ।ଦ ମହାପାତ୍ର, ଭଜରାମ ମହାପାତ୍ର, ପ୍ରଦୀପ୍ତ ପରିଡ଼ା, ଚିତ୍ତରଞ୍ଜନ ସ୍ୱାଇଁ, ପୁରୁଷେ ।ତ୍ତମ ପଲାଇ ପ୍ରମୁଖ ଯେ ।ଗଦେଇ ନିଜ ଅଭିଭାଷଣ ରଖିଥିଲେ । ଶେଷରେ ଅ ।ଗାମୀ ଦୁଇବର୍ଷ ପାଇଁ ସଂଘର କର୍ମକର୍ତ୍ତା ନିର୍ବାଚନ କରାଯାଇ ପୁଣି ରାଷ୍ଟ୍ରୀୟ ସଭାପତି ଭାବେ କେଶବ ଦତ୍ତ •ନ୍ଦେ ।ଲା ସର୍ବସମ୍ମତିକ୍ରମେ ନିର୍ବାଚିତ ହେ ।ଇଥିଲେ । ଭାରତ ବର୍ଷର ପ୍ରାୟ ୧୮ଟି ରାଜ୍ୟରୁ ୧୫୦ ପ୍ରତିନିଧି ଯେ ।ଗ ଦେଇଥିଲେ ।


