ଲକ୍ଷ୍ମୀପ୍ରିୟା ମହାରଣାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ଶାମୁକା ପାଟଣା ଅନ୍ତର୍ଗତ ଗେଡିଆପଲି ଗ୍ରାମର ସମାଜସେବୀକା,ମାନବବାଦୀ,ଏକ ନିଆରା ସରଳ,ନିଷ୍କପଟ ମଣିଷ ଭାବେ ଜଣାଶୁଣା ସ୍ୱର୍ଗତା ଲକ୍ଷ୍ମୀପ୍ରିୟା ମହାରଣାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସମାଜସେବା ସହିତ ପୂଜ୍ୟପୂଜା,ତଥା ସମାଜରେ ଅବହେଳିତ ଦଃୁସ୍ଥମାନଙ୍କ ପାଇଁ ତାଙ୍କ ବାତ୍ସଲ୍ୟ ମମତା,ସାମାଜିକ କାର୍ଯ୍ୟ ପ୍ରମୁଖ ଏକ ଅନନ୍ୟ ଉଦାହରଣ ହୋଇ ରହିବ ବୋଲି ଉପସ୍ଥିତ ସ୍ମୃତିସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉତ୍କଳର କଳା,ସଂସ୍କୃତି ଓ ପୂଜ୍ୟପୂଜା ଆଧାରିତ ପାଲା ଗାୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସ୍ମୃତି ସଭାରେ ପୁତ୍ର ସୁଧାଂଶୁ,ସୁଭ୍ରଂଶୁ,ହିମାଂଶୁ,ସିତାଂଶ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ