ଶ୍ରୀ ଶ୍ରୀ ଶ୍ରୀ ମାଁ ନୀଲାମାଣି ଦୂର୍ଗା ମନ୍ଦିର ପ୍ରତିଷ୍ଟା ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କାଶିନଗର ବ୍ଲକର ଖାଣ୍ଡବା ଗ୍ରାମ ପାଞ୍ଚୟତ ପୁର୍ତିଗୁଡା ଗ୍ରାମରେ ହୋଇଥିବା ଶ୍ରୀ ଶ୍ରୀ ଶ୍ରୀ ମାଁ ନୀଲାମାଣି ଦୂର୍ଗା ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେବା ଅବସରରେ ବରିଷ୍ଟ ନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡଃ. ତିରୁପତି ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି . ତିରୁପତି ରାଓ, କାଶିନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲ୍ଲା ସାୟମ୍ମା, କାଶିନଗର ବ୍ଲକ ବିଜେଡ଼ି ସଭାପତି ଶ୍ରୀ ଅଖିଳ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଆର. ରାଜଲକ୍ଷ୍ମୀ, ଯୁବ ନେତା ଜି. ବିଜୟ କୁମାର, ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ନେତା ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ