ଛତ୍ରପୁର, (ଦେବଦତ୍ତ ମହାରଣା):ଏନ ଏଚ ଏ ଆଇ ପକ୍ଷରୁ ଛତ୍ରପୁର ଡ଼ି ଆର ଡ଼ି ଏ ନିକଟ ଜାତୀୟ ରାଜପଥରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପରିବେଶ ପ୍ରଦୂଷଣ କୁ ରୋକିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଏନ ଏଚ ଏ ଆଇ ପିଡି ପି. କେ. ସିଙ୍ଗ, ପ୍ରକଳ୍ପ ନିର୍ଦେଶକ ସେଣ୍ଟିଲ କୁମାର ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ l