ମାଛ ଟ୍ରକ ଭରସାମ୍ୟ ହରାଇ ଓଲଟିଲା

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ପକୁଡ଼ି ବନ୍ଧ ଇଣ୍ଡିଆନ ଅଇଲ୍ ପେଟ୍ରୋଲ ପମ୍ପ ଠାରେ ଆନ୍ଧ୍ର ଠାରୁ ଭୁବନେଶ୍ୱର ପେଟ ଯାଇଥିବା ଏକ ମାଛ ଟ୍ରକ ନଂ ଭାରସାମ୍ୟ ଓଲଟି ପଡିଥିଲା। ଖବର ପାଇଁ ଚମାଖଣ୍ଡି ପୋଲିସ ଓ ପେଟ୍ରୋଲିଂ ପୋଲିସ ଘଟଣା ସ୍ଥଳରେ ପହଁଚି ଆହତ ଡ୍ରାଇଭର( ଆଇ ମଣ୍ଡଳ) ଓ ହେଲପର ( ମେଘା ଘୋଷ) କୁ ଉଧାର କରି ବଡ଼ ମେଡ଼ିକାଲ ପଠାଇ ଥିଲେ । ଘଟଣା ସ୍ଥଳରେ ମାଛ ଗାଡ଼ିକୁ ପୋଲିସ ଜଗି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ