ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ବିଧାନ ସଭା ସଦାଚାର କମିଟି ବୈଠକ ଅନୁଷ୍ଠିତ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ବିଧାନ ସଭା ସଦାଚାର କମିଟି ବୈଠକ ଅଧ୍ୟକ୍ଷ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବୁକ୍ ସର୍କୁଳର ୪୭ ରେ ଉଲ୍ଲେଖ ଥିବା ସାଂସଦ ଓ ବିଧାୟକ ମାନଙ୍କ ସହିତ ପ୍ରଶାସନିକ ଅଧିକାରୀଙ୍କ ଭିତରେ ସମନ୍ଵୟ ରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା।ଏଥିରେ କମିଟିର ସଦସ୍ୟ ବିଧାୟକ ପ୍ରଫୁଲ୍ଲ ସାମଲ,ଅନନ୍ତ ଦାସ,ସ୍ଵରୂପ କୁମାର ଦାସ ଙ୍କ ସମେତ କମିଟିର ସଦସ୍ୟ ଓ ଜିଲ୍ଲାପାଳ ଦାତ୍ତାତ୍ରୟ ଭାଉ ସାହେବ୍ ଶିନ୍ଦେ, ଏସପି ସାଗାରିକା ନାଥ,ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ