କଳାହାଣ୍ଡିରେ ଜନ ଶୁଣାଣି ଅଭିଯୋଗ ଶିବିର

କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା କୋକସରା ପଂଚାୟତ ସମିତି ପରିସର ଠାରେ କଳାହାଣ୍ଡି ଜିଲାପାଳଙ୍କ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ଅଧ୍ୟକ୍ଷ। ଶବ୍ୟାରାଣୀ ବାଗ ଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲାପାଳ ଡ଼ ଗାଭଲି ପରାଗ ହର୍ଷଦ ଓ କଳାହାଣ୍ଡି ଏସ ପି ବାତୁଲା ଗଙ୍ଗାଧର,ଧର୍ମଗଡ ଉପ ଜିଲ୍ଲାପାଳ ପଦ୍ମନାଭ ବେହେରା, କଳାହାଣ୍ଡି ଚିକିତ୍ସା ଅଧିକାରୀ ବନଳତା ଦେବୀ, କୋକସରା ବିଡିଓ ବସନ୍ତ କୁମାର ସେଠିଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ରହି ହିତାଧିକାରୀଙ୍କ ଅଭିଯୋଗ ର ଶୁଣାଣି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ